ସେକାଳ - ୮

ନଈପଠାର ସେ କଅଁଳ ପବନ
ଆଜି ଆଉ ବହୁ ନାହିଁ
ତାଲାପଡିଅଛି ଭଗବତ ଟୁଙ୍ଗୀ
ନବାକ୍ଷରୀ ଶୁଭୁନାହିଁ ॥

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live