ସେକାଳ - ୯

ଘଣ୍ଟ ମର୍ଦ୍ଦଳର ଶବଦ ଶୁଭୁନି
ସବୁ ଲାଗେ ଖାଆଁ ଖାଆଁ
ଚକୁଳିଆ ପଣ୍ଡା ଜାନୁଘଣ୍ଟି ଭାଇ
ବୁଲୁନାହିଁ ଆଉ ଗାଆଁ ॥

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live