ଲାଞ୍ଛିତ ପ୍ରୀତିଫୁଲ

ଜୀବନ ଯେ
ଅସମ୍ପୂର୍ଣ୍ଣ କାହାଣୀଟିଏ,
ମୁଁ ଯେ ତା'ର
ଅଲୋଡା ନାୟକ...
ଲାଞ୍ଛିତ ମୁଁ ଆଜି
ସାଜି ତୁମ ପ୍ରୀତିଫୁଲଟିଏ,
ଯାଇଛି ମଉଳି
ଆଜି ସମସ୍ତ ପାଖୁଡା
କେମିତି ଯେ ନିରୁତ୍ତର
ଆଜି ତୁମ ବିବେକ... ?

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live