ସକାଳର କୁହୁଡ଼ିରେ


ସକାଳର କୁହୁଡ଼ିରେ
ରାସ୍ତାରେ ଚାଲୁଥିଲା ବେଳେ
ମୋ କ୍ୟାମେରା ପରଦାରେ...
ଆଙ୍କିଥିଲି ନିଜ ଛବି
ଉପହାରଟିଏ ହୋଇ ରହିବାକୁ
ତୁମ ନିଭୃତ ହୃଦୟରେ...

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live